କେବେ ସୁଧୁରିବ ସିଡିଏରେ ସ୍ବେରେଜ୍‌, ଡ୍ରେନ୍‌ ବ୍ୟବସ୍ଥା ?

କଟକ: କଟକ ସିଡିଏ ଅଞ୍ଚଳରେ ଏବେ ସ୍ବେରେଜ୍‌ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି। କେଉଁଠି ସ୍ବେରେଜ୍‌ ଲାଇନ ଜାମ୍‌ ହୋଇ ରାସ୍ତା ଉପରେ ମଇଳା ପାଣି ଲହଡ଼ି ମାରୁଛି ତ’ ଆଉ କେଉଁଠି ସ୍ବେରେଜ୍‌ ଚାମ୍ବର ଭାଙ୍ଗି ମାଟିରେ ମିଶିଲାଣି। ଅନ୍ୟପଟେ ଯେଉଁ ଯାଗାରେ ସ୍ବେରେଜ୍‌ ଲାଇନ୍‌ ଜାମ୍‌ ହୋଇ ମଇଳା ଦିନ ଦିନ ଧରି ରାସ୍ତାରେ ଭାସୁଛି, ତାହାର ପ୍ରତିକାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନଥିବା … Continue reading କେବେ ସୁଧୁରିବ ସିଡିଏରେ ସ୍ବେରେଜ୍‌, ଡ୍ରେନ୍‌ ବ୍ୟବସ୍ଥା ?